ଆଜି ଗୁଜରାଟ ଟାଇଟାନ୍ସ ବନାମ କଲକାତା ନାଇଟ୍‌ ରାଇଡର୍ସ ଟକ୍କର



ଆଇପିଏଲରେ ଆଜି ଗୁଜରାଟ ଟାଇଟାନ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳ ଅଷ୍ଟମ ମ୍ୟାଚ ଖେଳିବେ। ଗୁଜରାଟ ଅପେକ୍ଷା କଲକାତା ପାଇଁ ଉକ୍ତ ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ। ଗୁଜରାଟ ୭ଟି ମ୍ୟାଚରୁ ୫ଟି ବିଜୟ ଓ ୨ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି।Gujarat Titans vs Kolkata Knight Riders match today



Source link

Leave a Reply

Translate »